କବଟା
ଦେଖଣା
କବଟା —
ଉଚ୍ଚାରଣ: Kabaṭā
কাপড়
कपड़ा
ଦେ. ବି (ସଂ. କାର୍ପାସପଟ, ତୁଳ. ପାଲୀ. କପ୍ପଟ) —
୧: ଛିଣ୍ଡାଲୁଗା; କନ୍ଥା —୧. Rag.
୨: ସ୍ତ୍ରୀମାନଙ୍କର ପରିଧେୟ ଛୋଟ ଖଦି — ୨. A small cloth for females.
୩: ବସ୍ତ୍ରଖଣ୍ଡ —୩. Stripe of cloth.
କବଟା —
ଉଚ୍ଚାରଣ: Kabaṭā
কাপড়
कपड़ा
ଦେ. ବି (ସଂ. କାର୍ପାସପଟ, ତୁଳ. ପାଲୀ. କପ୍ପଟ) —
୧: ଛିଣ୍ଡାଲୁଗା; କନ୍ଥା —୧. Rag.
୨: ସ୍ତ୍ରୀମାନଙ୍କର ପରିଧେୟ ଛୋଟ ଖଦି — ୨. A small cloth for females.
୩: ବସ୍ତ୍ରଖଣ୍ଡ —୩. Stripe of cloth.