Jump to content

କବଟିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କବଟିବା
ଉଚ୍ଚାରଣ: Kabaṭibā

ଦେ. କ୍ରି (ସଂ. କବାଟ; କବାଟଦ୍ବାରା ଯିବା ଆସିବା ଅଟକିବାରୁ) —

୧: କୌଣସି ସ୍ଥାନରେ ଅଟକିବା — ୧. To be detained at a place.

୨: ଲାଖି ରହିବା —୨. To stick at a place.