କବନ
ଦେଖଣା
କବନ —
ଉଚ୍ଚାରଣ: Kabana
ସଂ. ବି (କବ୍ ଧାତୁ=ରଚନା କରିବା+ଭାବ. ଅନ) —
୧: ରଚନା —୧. Poetical composition.
୨: କବିତା — ୨. Poem.
କବି ରବି ରାୟଗୁରୁ ରଚିଲେ କବନରେ— କବିସୂର୍ଯ୍ୟ ରତ୍ନାକରଚମ୍ପୁ, ଡ—ଗୀତ
କବନ —
ଉଚ୍ଚାରଣ: Kabana
ସଂ. ବି (କବ୍ ଧାତୁ=ରଚନା କରିବା+ଭାବ. ଅନ) —
୧: ରଚନା —୧. Poetical composition.
୨: କବିତା — ୨. Poem.
କବି ରବି ରାୟଗୁରୁ ରଚିଲେ କବନରେ— କବିସୂର୍ଯ୍ୟ ରତ୍ନାକରଚମ୍ପୁ, ଡ—ଗୀତ