Jump to content

କବରଖାନା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କବରଖାନା
ଉଚ୍ଚାରଣ: Kabarakhānā

ବୈଦେ. ବି. (ଆ. କବ୍ର+ଫା. ଖାନା) — ସମାଧିକ୍ଷେତ୍ର; ଶବ ପୋତିବାର ନିର୍ଦ୍ଦିଷ୍ଟ ସ୍ଥାନ — A burial ground; graveyard.