କବରୀ
ଦେଖଣା
କବରୀ —
ଉଚ୍ଚାରଣ: Kabarī
ସଂ. ବି. (କବର+ସ୍ତ୍ରୀ. ଈ) —
୧: କେଶବିନ୍ୟାସ; ଜୁଡ଼ା; ଖୋଷା — ୧. An artistic dressing of the hair; a chignon; a knot of hair.
୨: ବର୍ବରୀ; ଦୁଲଭା (ଦେଖ) — ୨. Dulabhā (See)