Jump to content

କବରୀବନ୍ଧନ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କବରୀବନ୍ଧନ
ଉଚ୍ଚାରଣ: Kabarībandhana

ସଂ. ବି. (୬: ଷ୍ଠୀ ତତ; କବରୀ+ବନ୍ଧନ) —

୧: ଜୁଡ଼ା ବାନ୍ଧିବା — ୧. The dressing of the hair into a knot.

୨: ବନ୍ଧାବାଳ — ୨. Tied hair.

୩: ଜୁଡ଼ା —୩. Chignon; the hair of the head tied into a knot.