Jump to content

କବର୍ଗ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କବର୍ଗ
ଉଚ୍ଚାରଣ: Ka-barge

ସଂ. ବି. (ବ୍ୟାକରଣ) —

କ,ଖ,ଗ,ଘ,ଙ ଏହି ପାଞ୍ଚଗୋଟି ବର୍ଣ୍ଣ — The group of the first five consonants ka, kha, ga, gha and ṅa.