କବର୍ କବର୍
ଦେଖଣା
କବର୍ କବର୍ —
ଉଚ୍ଚାରଣ: Kabar Kabar
কবকব
ଦେ. ଅ (ଧ୍ଵନ୍ୟନୁକରଣ) —
୧: କଉ, ଗଡ଼ିଶା ଇତ୍ୟାଦି ସାନମାଛ ପାଣିରେ ବାଡ଼େଇପିଟି ହୋଇ ଖେଳିବାର ଧ୍ଵନି — ୨. Sound of small fishes frisking and playing in water.
୨: ବକର ବକର; ବହୁସମୟ ପାଟି କରି ଗପିବା; ବାଜୂରୁ— ବାଜୁରୁ — ୨. Talking aloud for a length of time.