Jump to content

କବଲା କରିଦେବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କବଲା କରିଦେବା
ଉଚ୍ଚାରଣ: Kabalā karidebā
কবালা করেদেওয়া कबाला करदेना

ଦେ. କ୍ରି —

କବାଲାଦ୍ବାରା ଜମି ବିକ୍ରି କରିବା — To sell land by a deed of sale.