କବଳ
ଦେଖଣା
କବଳ —
ଉଚ୍ଚାରଣ: Kabaḻa
ସଂ. ବି. (କ=ଜଳ+ବଳ ଧାତୁ=ବଳବାନ୍ ହେବା+କରଣ. ଅ) —
୧: ଗ୍ରାସ; ମୁହଁରେ ଥରକେ ଭରିବା ଭୋଜନ — ୧. A morsel; a mouthful of food.
୨: ଗିଳିବା —୨. Devouring; eating.
୩: ବାଳିଆ ମାଛ —୩. A large scaleless fish.
୪: କର୍ଷ; କରିଷି (ଓଜନ) (ହି. ଶଦ୍ଦସାଗର) — ୪. A unit of weight.
୫: ଥରକେ ପାଟିରେ ସମ୍ଭାଇବା ପାଣି; କଳେ ପାଣି (ହି. ଶବ୍ଦସାଗର) —୫. A mouthful of water.