କବଳା
ଦେଖଣା
କବଳା —
ଉଚ୍ଚାରଣ: Kabaḻā
ଦେ. ବି —
କବରା (ଦେଖ) Kabarā (See)
ଦେ. (ପଦ୍ୟ) ବିଣ.—(ସଂ. କବଳକାରିଣୀ) —
୧: ଗ୍ରାସକାରିଣୀ —୧. Devouring.
୨: ବିନାଶକାରୀ —୨. Destroying.
ବଳାରି ସୁଖକୁ ହେବ କବଳା ଭଞ୍ଜ, ବୈଦେହୀଶବିଳାସ
କବଳା —
ଉଚ୍ଚାରଣ: Kabaḻā
ଦେ. ବି —
କବରା (ଦେଖ) Kabarā (See)
ଦେ. (ପଦ୍ୟ) ବିଣ.—(ସଂ. କବଳକାରିଣୀ) —
୧: ଗ୍ରାସକାରିଣୀ —୧. Devouring.
୨: ବିନାଶକାରୀ —୨. Destroying.
ବଳାରି ସୁଖକୁ ହେବ କବଳା ଭଞ୍ଜ, ବୈଦେହୀଶବିଳାସ