କବଳିକା
ଦେଖଣା
କବଳିକା —
ଉଚ୍ଚାରଣ: Kabaḻikā
ସଂ. ବି. (କବଳ+ସମ୍ବନ୍ଧାର୍ଥେ. କ+ସ୍ତ୍ରୀ. ଆ.) —
୧: ଘାଆରେ କନାଦ୍ବାରା ଲଗାଯିବା ଔଷଧ; ପୁଲଟିସ — ୧. Poultice; medicine applied to a sore by means of a rag.
୨: କ୍ଷତ ଉପରେ ବନ୍ଧାଯିବା ପଟି —୨. A piece of cloth tied over a sore or wound; a bandage.