Jump to content

କବଳ କରିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କବଳ କରିବା
ଉଚ୍ଚାରଣ: Kabaḻa karibā
কবল করা कबलकरना

ଦେ. କ୍ରି. —

୧: ଗ୍ରାସ କରିବା; ଖାଇବା — ୧. To eat.

ରସାଳ ଗହଳ ଶାଖାରେ ଖେଳି,କବଳ କରୁତା କଳି କଳାପ, କାକ କି କରିବ ପଞ୍ଚମାଳାପ କବିସୂର୍ଯ୍ୟ କବିତା

୨: ଗିଳି ଦେବା —୨. To devour.