Jump to content

କବାଇବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କବାଇବା
ଉଚ୍ଚାରଣ: Kabāibā

ଦେ. କ୍ରି. (ପ୍ରାଚୀନ ପଦ୍ୟ) (ସଂ. କବଚ) —

କବଚ ବା ସାଞ୍ଜୁକୁ ତେଲ ଆଦିଦ୍ବାରା ମାଜି ଉଜ୍ଜ୍ବଳ କରିବା — To burnish armour by applying oil etc.

କବଚ କବାଇ ରାଗଜୀର ଟୋପି ବକତର ଏହିପ୍ରକାର ଉପେନ୍ଦ୍ର ଭଞ୍ଜ, ଲାବଣ୍ୟବତୀ