Jump to content

କବାଟକଣ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କବାଟକଣ
ଉଚ୍ଚାରଣ: Kabāṭakaṇa
কপাটের কোনা किबाड़का कोना

ଦେ. ବି. (ସଂ. କବାଟ+କୋଣ) —

୧: କବାଟ ମେଲାକରି ଦେଲେ କବାଟ ଓ କାନ୍ଥ ମଧ୍ୟରେ ରହିବା ବ୍ୟବଧାନ ବା କୋଣ —୧. The corner or angular space between the door, when opened, and the wall.

୨: (ଲକ୍ଷଣାର୍ଥ) ଗୃହ ମଧ୍ୟସ୍ଥ ଗୁପ୍ତ ସ୍ଥାନ — ୨. A place of concealment in a room.

୩: (ଲକ୍ଷଣାର୍ଥ) ଅନ୍ତଃପୁର — ୩. Harem; female apartments.