Jump to content

କବାଟପରିଛା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କବାଟପରିଛା
ଉଚ୍ଚାରଣ: Kabāṭaparichhā
দ্বারপিন্ডী चैखट

ଦେ. ବି. —

ଦେଉଳର ଦୁଆରବନ୍ଧରେ କବାଟ ଲଗା— ଯିବା ପାଇଁ ରଖାଯିବା ଖୋଲା ୟାଗା ଉପରେ ଯେଉଁ ଲମ୍ବା ପଥର ପଡ଼େ; ପାଟପଥର — Stone-lintel; the long slab of stone set above the opening in the wall intended for the door.