Jump to content

କବାଟୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କବାଟୀ
ଉଚ୍ଚାରଣ: Kabāṭī

ସଂ. ବି. (କବାଟ+ସ୍ତ୍ରୀ. ଈ) —

କବାଟ; ଦୁଆର — Door-leaf.

ଫିଟାଇ ନିତମ୍ବ ପେଟୀ ନିବିଡ଼ ନୀବିକବାଟୀ—କବିସୂର୍ଯ୍ୟ. ସଙ୍ଗୀତ

ଦେ. ବି. —

୧: ଛୋଟ କବାଟ — ୧. Small door.

୨: ଜଳ ଆଦିର ଛିଦ୍ରର ମୁହଁରେ ଏକଆଡ଼କୁ ଖୋଲି ହୋଇ ଯିବାଭଳି ଖଞ୍ଜ ଯାଇଥିବା ଧାତୁ ବା କାଠର ଛୋଟ ଚକତି —୨. A valve; safety-valve.