Jump to content

କବାଟ କୀଳିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କବାଟ କୀଳିବା
ଉଚ୍ଚାରଣ: Kabāṭa kīḻibā
কপাট দেওয়া किवाड़ बंदकरना

ଦେ. କ୍ରି. (ସଂ. କବାଟ+କୀଳ) —

ମେଲାଥିବା କବାଟକୁ ବନ୍ଦ କରିବା; ଦ୍ବାର ରୁଦ୍ଧ କରିବା — To bar the door.