Jump to content

କବାଟ ପେଲାଇବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କବାଟ ପେଲାଇବା
ଉଚ୍ଚାରଣ: Kabāṭa pelāibā

ଗ୍ରା. କ୍ରି —

୧: କବାଟ ଆଉଜାଇବା — ୧. To shut the door partly.

୨: ଘରଆଡ଼ୁ ବନ୍ଦ କରାଯାଇଥିବା କବାଟକୁ ବାହାରୁ ଠେଲି ମେଲା କରିବା — ୨. To push a shut door for opening it.

ରଥଦ୍ବାରେ ପଶିବ ଯେ କବାଟ ପେଲାଇ—କୃଷ୍ଣସିଂହ. ମହାଭାରତ