Jump to content

କବାଟ ଲଗାଇବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କବାଟ ଲଗାଇବା
ଉଚ୍ଚାରଣ: Kabāṭa lagāibā

ଦେ. କ୍ରି —

୧: କବାଟ ବନ୍ଦ କରିବା — ୧. To shut the door.

୨: ଚଉକାଠରେ କବାଟ ସଂଲଗ୍ନ କରିବା; ଦ୍ବାର ବସାଇବା — ୨. To fit the door-leaf to the door-frame.