Jump to content

କବାଡ଼ି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କବାଡ଼ି
ଉଚ୍ଚାରଣ: Kabāṟḍ̠i

ଦେ. ବିଣ. ପୁଂ. ଓ ସ୍ତ୍ରୀ. (ସଂ. କର୍ପଟ=କନ୍ଥା; ତୁଳ. ହି. କବାଡ଼ିୟା=ତୁଚ୍ଛ ବ୍ୟବସାୟ କରିବା ବ୍ୟକ୍ତି; କ୍ଷୁଦ୍ର; ଛୋଟ) —

ଓଲ୍ଲୁ; ନିର୍ବୁଦ୍ଧିଆ — Foolish; idiotic.