କବାଡ଼ିଆ
ଦେଖଣା
କବାଡ଼ିଆ —
ଉଚ୍ଚାରଣ: Kabāṟḍ̠iā
ପ୍ରାଦେ. (ଭତ୍ରୀଭାଖା) ବି. (ତୁଳ. ହି. କବାଡ଼ୀ=ତୁଚ୍ଛ ବ୍ୟବସାୟ କରିବା ବ୍ୟକ୍ତି; ତୁଚ୍ଛ; ନୀଚ) —
୧: ଚାକର —୧. Servant.
୨: ଦାସ —୨. Slave.
(କବାଡ଼ୀ—ସ୍ତ୍ରୀ)
ଦେ. ବିଣ. ପୁଂ —
ଓଲ୍ଲୁ; ନିର୍ବୁଦ୍ଧିଆ — Foolish; idiotic.