Jump to content

କବିକ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କବିକ
ଉଚ୍ଚାରଣ: Kabika
(କବିକା—ସ୍ତ୍ରୀ)

ସଂ. ବି. (କବି+ସ୍ବାର୍ଥେ. କ) —

୧: ଘୋଡ଼ାର ଲଗାମ — ୧. The reins or bridle of a horse.

୨: କଉ ମାଛ — ୨. A kind of fish; Anabas.

୩: ପୁଷ୍ପବିଶେଷ —୩. Name of a flower.

୪: ମଲକ୍କା ଜାମରୁଲ; ମଲକ୍କା ଉପଦ୍ବୀପ ଜାତ ବୃକ୍ଷ ଓ ତହିଁର ଗୋଲାପଜାମୁ ପରି ଫଳ—(ହି. ଶବ୍ଦସାଗର) ୪. A kind of edible plummet-like berry and its tree.