Jump to content

କବିଗୁରୁ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କବିଗୁରୁ
ଉଚ୍ଚାରଣ: Kabiguru

ସଂ. ବି. (୭: ମୀ ତତ; କବି+ଗୁରୁ) —

୧: ସଂସ୍କୃତ ଭାଷାର ଆଦିକବି ବାଲ୍ମୀକି ଋଷି — ୧. Sage Bālmīki who is said to have been the first man to utter a couplet of sloka.

୨: ଶ୍ରେଷ୍ଠ କବି — ୨. A prominent or chief poet.