କବିଚନ୍ଦ୍ର ରଘୁନାଥ ପରୀକ୍ଷା
ଦେଖଣା
କବିଚନ୍ଦ୍ର ରଘୁନାଥ ପରୀକ୍ଷା —
ଉଚ୍ଚାରଣ: Kabichandra raghunātha parikshā
ଦେ. ବି. (ନାମ) —
ଜଣେ ଓଡ଼ିଆ ପ୍ରାଚୀନ କବି; [ ଏହାଙ୍କ ବାସସ୍ଥାନ ଗଞ୍ଜାମ ଜିଲା ପାରଳାଖେମଣ୍ଡିରେ 'ଗୋପୀନାଥ— ବଲ୍ଲଭ' ନାମକ ନାଟକ ଏହାଙ୍କ ଦ୍ବାରା ରଚିତ— ତାରିଣୀଚରଣ ଉତ୍କଳ ସାହିତ୍ୟର ଇତିହାସ] Name of the author of an Oriya drama 'Gopinātha Ballabha'.