ଶବ୍ଦାର୍ଥ:
କବିଚାତୁରୀ — ଉଚ୍ଚାରଣ: Kabichāturi
ସଂ. ବି. (୬: ଷ୍ଠୀ ତତ୍; କବି+ଚାତୁରୀ) —
କବିଙ୍କର ଚତୁରପଣ — Poet's skill.