କବିତ୍ବ
ଦେଖଣା
କବିତ୍ବ —
ଉଚ୍ଚାରଣ: Kabitwa
ସଂ. ବି. (କବି+ଭାବ.ତ୍ବ) —
କବିପଣ; କବିତା ରଚନା କରିବାର ସାମର୍ଥ୍ୟ — Capacity for composing poems.
ଦେ. ବି. (ପ୍ରାଚୀନ ପଦ୍ୟ) (ସଂ. କବିତା) —
କବିତା ରଚନା; ପଦ୍ୟରେ ରଚନା —Poetical composition; versification.
ଗ୍ରନ୍ଥକୁ କବିତ୍ବ କଲେ ଆସି ମହାମୂନି—ସାରଳା, ମହାଭାରତ, ଆଦି