Jump to content

କବିରାଜ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କବିରାଜ
ଉଚ୍ଚାରଣ: Kabirāja

ସଂ. ବି (୭: ମୀ ତତ୍; କବି+ରାଜା) —

୧: ଶ୍ରେଷ୍ଠ କବି — ୧. Eminent poet.

୨: ବୈଦ୍ୟ; ଆୟୁର୍ବେଦୀୟ ଚିକିତ୍ସକ; ଆୟୁର୍ବେଦିକ ପଣ୍ଡିତ — ୨. A physician; a man practising and versed in the Indian or the Ayurvedic system of medicine.

୩: ଭାଟ (ହି. ଶବ୍ଦସାଗର) —୩. Bard.