Jump to content

କବିରାଜି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କବିରାଜି
ଉଚ୍ଚାରଣ: Kabirāji
কবিরাজী हकीमी

ଦେ. ବି. —

୧: ବୈଦ୍ୟବୃତ୍ତ —୧. The profession of a physician.

୨: ଆୟୁର୍ବେଦୀୟ ଚିକିତ୍ସା ପଦ୍ଧତି — ୨. The Hindu medical system.

ଦେ. ବିଣ. —

କବିରାଜଙ୍କ ସମ୍ବନ୍ଧୀୟ (ଔଷଧ ବା ରୋଗଚର୍ୟ୍ୟ) — (medicine or treatment) Relating to the Indian system of medicine.