Jump to content

କବି ହରିକୃଷ୍ଣ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କବି ହରିକୃଷ୍ଣ
ଉଚ୍ଚାରଣ: Kabi Harikṛushṇa

ଦେ. ବି. (ନାମ) —

ଜଣେ ଓଡ଼ିଆ କବି;[ ଏ ଜାତିରେ ଚିତ୍ରକର ଥିଲେ ଏହିଙ୍କ ବାସସ୍ଥାନ ଗଞ୍ଜାମ ଜିଲା ପାରଳାଖେମୁଣ୍ଡି 'ଏକାଦଶୀ ମାହାତ୍ମ୍ୟ' ଓ 'ଗୋପୀନାଥ ଜଣାଣ ଏହାଙ୍କ ଦ୍ବାରା ରଚିତ ତାରିଣୀ— ଉ. ସା. ଇତିହାସ] —Name of an Oriya poet.