Jump to content

କବୀର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କବୀର
ଉଚ୍ଚାରଣ: Kabīra

ଦେ. ବି. (ନାମ) —

ରାମାନନ୍ଦଙ୍କର ଜଣେ ପ୍ରଧାନ ଶିଷ୍ୟ ଓ ଧର୍ମପ୍ରଚାରକ — Name of a religious reformer of N. India.

[ଦ୍ର—ସେ ପ୍ରଥମେ ମୁସଲମାନ ଥିଲେ; ପରେ ସକଳ ଧର୍ମର ମୂଳ ଏକ, ରାମ ଓ ରହିମ ଏକ ଓ ଏକ ଭଗବାନ ସର୍ବତ୍ର ବିଦ୍ୟମାନ ଏହି ଦୃଢ଼ବିଶ୍ବାସ ତାହାଙ୍କ ମନରେ ଜନ୍ମିଲା ଏବଂ ଏହାହିଁ ତାଙ୍କ ପ୍ରଚାରିତ ଧର୍ମର ମୂଳମନ୍ତ୍ର ହେଲା ହିନ୍ଦୁ ମୁସଲମାନ ତାଙ୍କୁ ସମଭାବରେ ଆଦର କରୁଥିଲେ ଏବଂ ଉଭଯେ ମିଳି ତାଙ୍କ ଶବର ଯଥାବିଧି ସତ୍କାର କରିଥିଲେ କବୀରମଠ ଅଦ୍ୟାପି ପୁରୀରେ ଅଛି ୟାତ୍ରିମାନେ ଏ ମଠରୁ ତୋଡ଼ାଣି ଟିକିଏ ପିଇ ନିଜନିଜକୁ ଧନ୍ୟ ମନେ କରନ୍ତି ଏହି ସାମ୍ୟ—ମୈତ୍ରୀ ଧର୍ମପ୍ରଚାରକ ଚତୁର୍ଦ୍ଦଶ ଶତାବ୍ଦୀରେ ଜୀବିତ ଥିଲେ (ଜଗବନ୍ଧୁ, ପ୍ରାଚୀନ ଉତ୍କଳ) ]