ଶବ୍ଦାର୍ଥ:
କବୁତର — ଉଚ୍ଚାରଣ: Kabutara কবুতর कवुतर
ବୈଦେ. ବି. (ଫା. କବୂତର; ତୁଳ; ସଂ. କପୋତ) —
ପାରା —A pigeon.