Jump to content

କବୁଲତ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କବୁଲତ୍
ଉଚ୍ଚାରଣ: Kabulat
কবুলিয়ত कबूलयत

ବୈଦେ. ବି. (ଆ. କବୂଲିୟତ) —

୧: ରଇତି ବୃତ୍ତିକୁ ଦଖଲ କରି ଖଜଣା ଦେବା ପାଇଁ ଜମିଦାରକୁ ରଇତ ଲେଖି ଦେବା ଅଙ୍ଗୀକାରପତ୍ର —୧. A counter- lease or agreement to pay rent executed by the tenant in return for the lease granted to him by the landlord.

[ଦ୍ର—ଜମିଦାର ରଇତକୁ ପଟା ଲେଖିଦିଏ ଓ ଏଥିର ବିନିମୟରେ ରଇତ ଜମିଦାରକୁ କବୁଲତ ଲେଖି ଦିଏ]

୨: କୌଣସି ଦାବିକୃତ ବିଷୟର ସ୍ବୀକାର — ୨. Acknowledgement of a claim.