Jump to content

କବେଇ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କବେଇ
ଉଚ୍ଚାରଣ: Kabei

ଦେ. ବି. (ସଂ. କବିକା) —

ମତ୍ସ୍ୟବିଶେଷ; କଉଫାସିଆ — A kind of fresh water-fish.