Jump to content

କବ୍ଜା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କବ୍ଜା
ଉଚ୍ଚାରଣ: Kabjā
কব্জা कबजा

ବୈଦେ. ବି. (ଆରବୀ) —

୧: କବାଟକୁ ଦୁଆରବନ୍ଧରେ ଝୁଲାଇବା ପାଇଁ ବ୍ୟବହୃତ ଦୁଇଫାଳିଆ ଧାତୁପତ୍ର — ୧. The hinges of a door.

୨: ହାତର ଗଣ୍ଠି; କଚଟି —୨. The wrist.

୩: ମନ୍ୟୁଷ୍ୟ ଶରୀରସ୍ଥ ଦୁଇଅସ୍ଥିସଂଯୋଜକ ଚକତି; ଗଣ୍ଠି — ୩. The bone-joints.