କବ୍ଯ
ଦେଖଣା
କବ୍ୟ —
ଉଚ୍ଚାରଣ: Kabya
ସଂ. ବି. (କୁ=ଶବ୍ଦ କରିବା+କର୍ମ. ୟ) —
ପିତୃଲୋକଙ୍କୁ ଦେୟ ଖାଦ୍ୟଦ୍ରବ୍ୟ; ପିଣ୍ଡ — An oblation or food-offering to one's deceased ancestors.
୨: ପିତୃଲୋକ ବିଶେଷ —୨. A class of manes.
କବ୍ୟ —
ଉଚ୍ଚାରଣ: Kabya
ସଂ. ବି. (କୁ=ଶବ୍ଦ କରିବା+କର୍ମ. ୟ) —
ପିତୃଲୋକଙ୍କୁ ଦେୟ ଖାଦ୍ୟଦ୍ରବ୍ୟ; ପିଣ୍ଡ — An oblation or food-offering to one's deceased ancestors.
୨: ପିତୃଲୋକ ବିଶେଷ —୨. A class of manes.