କମଇ
ଦେଖଣା
କମଇ —
ଉଚ୍ଚାରଣ: Kamai
কমাই
कमाइ
ଦେ. ବି. (ସଂ. କର୍ମ) —
ଉପାର୍ଜନ; ଅର୍ଜନ — Earning.
ଦେ. କ୍ରି. (କମିବା କ୍ରିୟାର ବର୍ତ୍ତମାନ କାଳ ୩: ୟ ପୁଂ. ୧: ବ.) —
କମିଯାଏ —To become less.
କମଇ —
ଉଚ୍ଚାରଣ: Kamai
কমাই
कमाइ
ଦେ. ବି. (ସଂ. କର୍ମ) —
ଉପାର୍ଜନ; ଅର୍ଜନ — Earning.
ଦେ. କ୍ରି. (କମିବା କ୍ରିୟାର ବର୍ତ୍ତମାନ କାଳ ୩: ୟ ପୁଂ. ୧: ବ.) —
କମିଯାଏ —To become less.