କମଠ
ଦେଖଣା
କମଠ —
ଉଚ୍ଚାରଣ: Kamaṭha
(କମଠୀ—ସ୍ତ୍ରୀ)
ସଂ. ବି (କମ୍ ଧାତୁ=ଇଚ୍ଛା କରିବା+କର୍ମ. ଅଠ) —
୧: କୂର୍ମ; କଚ୍ଛପ; କଇଁଛ — ୧. Tortoise.
୨: କମଣ୍ଡଳୁ; ସନ୍ନ୍ୟାସୀମାନଙ୍କର ଜଳପାତ୍ରବିଶେଷ — ୨. Water-jar used by ascetics.
୩: ବାଉଁଶ —୩. Bamboo.
୪: ଝିଙ୍କ —୪. A porcupine.
୫: ଶଲ୍ଲକୀବୃକ୍ଷ —୫. Boswellia Thurifera tree.
୬: ଚମଡ଼ାଛିଆଣି ବାଦ୍ୟବିଶେଷ (ହି. ଶଦ୍ଦସାଗର) — ୬. A kind of leather-bound musical instrument.