Jump to content

କମଠଗତି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କମଠଗତି
ଉଚ୍ଚାରଣ: Kamaṭhagati

ସଂ. ବି (୬: ଷ୍ଠୀ ତତ; କମଠ+ଗତି) —

୧: କଚ୍ଛପର ଗମନ — ୧. The movement of a tortoise.

୨: ଧୀରମନ୍ଥର ଗତି — ୨. Very slow motion.

ସଂ. ବିଣ. ପୁଂ ଓ ସ୍ତ୍ରୀ (ବହୁବ୍ରୀହି) —

ମନ୍ଥରଗତିବିଶିଷ୍ଟ — Having the speed of a tortoise; having a very slow motion.

ଅର୍ଦ୍ଧ ନିମୀଳିତ ନେତ୍ରେ ଆସୁଅଛି ମଠେ, ଆଳସ୍ୟ କମଠଗତି, କୁତ୍ସିତ ମାରୁତି—ମହାୟାତ୍ରା