କମଣ୍ଡଳୁ
ଦେଖଣା
କମଣ୍ଡଳୁ —
ଉଚ୍ଚାରଣ: Kamaṇḍaḻu
ସଂ. ବି. (କ=ବ୍ରହ୍ମା; ଜଳ+ମଣ୍ଡ ଧାତୁ=ଭୂଷଣ କରିବା+ ଲା ଧାତୁ=ଦାନ କରିବା +କର୍ତ୍ତୃ. ଉ) —
୧: ସନ୍ନ୍ୟାସୀ ଓ ବ୍ରହ୍ମଚାରୀମାନଙ୍କର ମୃଣ୍ମୟ ବା କାଷ୍ଠମୟଜଳ— ପାତ୍ର (ଏହା ତାଳ ପରି କିନ୍ତୁ ମୁହଁ ଚଉଡ଼ା ଓ ମୁହଁ ଉପରେ ହାତରେ ଧରିବାପାଇଁ ଗୋଟିଏ ଅର୍ଦ୍ଧଚନ୍ଦ୍ରାକୃତି ମୁଦିଆ ଥାଏ) —An earthen or wooden ewer used by ascetics,having a semicircular handle on the top (like a bucket)