Jump to content

କମତି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କମତି
ଉଚ୍ଚାରଣ: Kamati
কমি कमति

ଦେ. ବି. (ଆ. କମତୀ) —

ନ୍ୟୂନତା; ଅଳ୍ପତା — Smallness; inadequacy.

ଦେ. ବିଣ. —

କମ୍ (ଦେଖ) Kam (See).