Jump to content

କମନ୍ ମାନେଜର୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କମନ୍ ମାନେଜର୍
ଉଚ୍ଚାରଣ: Kaman mānejar
কমনম্যানেজর कमनमेनजरी

ବୈଦେ. ବି. (ଇଂ. କମ୍ମନ୍ ମାନେଜର୍) —

ଅନେକ ଅଂଶୀଦାର ଥିବା ଜମିଦାରୀ ବୁଝିବା ପାଇଁ ଜଜ୍ ସାହେବଙ୍କ ଦ୍ବାରା ନିଯୁକ୍ତ ମାନେଜର୍ — Common Manager.