Jump to content

କମନ୍ ରୁମ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କମନ୍ ରୁମ୍
ଉଚ୍ଚାରଣ: Kaman rum
কমনমরৃম कमनरुम

ବୈଦେ. ବି. (ଇଂ. କମ୍ମନ୍ରୂମ୍) —

ସ୍କୁଲ ବା ବୋର୍ଡିଙ୍ଗ ପ୍ରଭୃତିରେ ଅବସରବେଳେ ଶିକ୍ଷକ ବା ଛାତ୍ରମାନଙ୍କର ଏକତ୍ର ବସି ଗଳ୍ପାଦି କରିବା ପାଇଁ ନିର୍ଦ୍ଦଷ୍ଟ କୋଠରି —Common room.