Jump to content

କମରକୋଠା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କମରକୋଠା
ଉଚ୍ଚାରଣ: Kamarakoṭhā
कमरकोठा

ଦେ. ବି. (ଫା. କମର୍+ସଂ. କୋଷ୍ଠ) —

କୋଠାର ଯେଉଁ କଡ଼ି କାନ୍ଥର ବାହାରକୁ ବାହାରି ଥାଏ — The end of a beam protruding beyond a wall.