Jump to content

କମରବନ୍ଦି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କମରବନ୍ଦି
ଉଚ୍ଚାରଣ: Kamarabandi
কোমরবন্দি कमरबन्दी

ବୈଦେ. ବି. (ଫା) —

୧: କୌଣସି କାର୍ଯ୍ୟ କରିବାକୁ ଅଣ୍ଟା ଭିଡ଼ିବା —୧. Girding up the loins.

୨: କାମ କରିବାକୁ ପ୍ରସ୍ତୁତ ହେବା — ୨. Being prepared for work.

୩: ୟୁଦ୍ଧ କରିବାକୁ ପ୍ରସ୍ତୁତ ହେବା — ୩. Being prepared for fight.