Jump to content

କମରା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କମରା
ଉଚ୍ଚାରଣ: Kamarā
কামরা कमरा

ଦେ. ବି —

ଗୃହର ଉପରିସ୍ଥ ଶ୍ରେଣୀର ଆଧାର — (ଗୋପୀନାଥ ନନ୍ଦ) A support or the highest wall-plate of a thatched house.

ବୈଦେ. ବି.

୧: (ପର୍ଟୁଗୀଜ୍. କାମାରା)—କୋଠରି — ୧. Room.

୨: (ଇଂ. କାମେରା) କାମେରା; ଫଟୋଗ୍ରାଫ୍ ନେବାରେ ବ୍ୟବହୃତ ଚମଡ଼ାବନ୍ଧା କାଠ ବାକସ — ୨. Photographer's Camera.