Jump to content

କମର୍କୋଟ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କମର୍କୋଟ୍
ଉଚ୍ଚାରଣ: Kamarakoṭ
कमरकोट

ଦେ. ବି. (ଫା. କମର୍+ସଂ. କୂଟ) —

କିଲ୍ଲା ବା ନଗର ଚାରିପାଖେ ବେଢ଼ିଥିବା ଅଣ୍ଟାଏ ଉଚ୍ଚର ପ୍ରାଚୀର (ଏଥିରେ ମଝିରେ ମଝିରେ ଛିଦ୍ର ଥାଏ) (ହି. ଶବ୍ଦସାଗର) — Rampart; a low wall round a fort or town.