କମଳ
ଦେଖଣା
କମଳ —
ଉଚ୍ଚାରଣ: Kamaḻa
ସଂ. ବି.୧: (କମ୍=ଜଳକୁ+ଅକ୍ ଧାତୁ=ଭୂଷିତ କରିବା+ କର୍ତ୍ତୃ. ଅଳ) —
୧: ପଦ୍ମ —୧. Lotus.
୨: (କମ୍ ଧାତୁ=ଇଚ୍ଛା କରିବା+କର୍ମ. ଅଳ)— ଜଳ —୨. Water.
ସମସ୍ତଙ୍କର ନେତ୍ରକମୟଳରେ କମଳ କୃଷ୍ଣସିଂହ. ମହାଭାରତ. ବନ
୩: ତାମ୍ର; ତମ୍ବା —୩. Copper.
୪: ଔଷଧ —୪. Medicine.
୫: ମୃଗବିଶେଷ —୫. Name of a class of deer.
ବାଞ୍ଚି ତୃଷାର୍ତ୍ତ କମଳ ବିଘନତୀରେ କମଳ ଭଞ୍ଜ. ବୈଦୈହୀଶବିଳାସ
୬: ବ୍ଯୋମ; ଆକାଶ —୬. Sky.
୭: ସାରସପକ୍ଷୀ —୭. Indian crane.
୮: ସତର ଅକ୍ଷରଯୁକ୍ତ ଢାଳବିଶେଷ — ୮. A musical measure with ୧୭ letters or syllables.
୯: ନାରଙ୍ଗଫଳ —୯. Sweet orange.
୧: ଗୋରୁର ଗଳକମ୍ବଳ —୧୦. Dewlap of a cow.
୧୧: ଆଖିଡୋଳା (ହି. ଶବ୍ଦସାଗର) —୧୧. Eye-ball.
୧୨: ଗର୍ଭାଶୟତ୍ତ ଅଗ୍ରଭାଗ ବା ମୁହଁ (ହି. ଶବ୍ଦସାଗର) — ୧୨. The top or mouth of the ovary.
কম্মল
कम्मल
ଗ୍ରା. ବି. (ସଂ. କମ୍ବଳ) —
କମ୍ବଳ —Blanket.
କମଳ ୟାକଇ ବାଳ—ଢଗ