Jump to content

କମଳଘଟା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କମଳଘଟା
ଉଚ୍ଚାରଣ: Kamaḻaghaṭā
পদ্মাবীজ कमलगट्टा

ଦେ. ବି —

ପଦ୍ମଫୁଲର ବୀଜକୋଷ — The seed-pod of lotus.

[ଦ୍ର—ଏହା ପରିପକ୍ବ ହେଲେ ଏଥିରେ ଥିବା କଅଁଳ ମଞି ବା ମଞି ଭିତରର ଶସକୁ ଲୋକେ କଞ୍ଚା ବା ଭାଜି— କରି ଖାଆନ୍ତି]