Jump to content

କମଳଣୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କମଳଣୀ
ଉଚ୍ଚାରଣ: Kamaḻaṇī

ଗ୍ରା. ବି. ସ୍ତ୍ରୀ. (ସଂ. କମଳା; ତୁଳ. ସଂ. କମଳିନୀ.) —

ଲକ୍ଷ୍ମୀ; କମଳା —The Goddess of Wealth.